ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୁବନେଶ୍ବରରେ ପହଞ୍ଚିଲା ବାଲଟ ବକ୍ସ ଓ ନିର୍ବାଚନ ସାମଗ୍ରୀ

ଭୁବନେଶ୍ବର : ଚଳିତ ମାସ ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଲଟ ବକ୍ସ ଓ ଅନ୍ୟ ନିର୍ବାଚନ ସାମଗ୍ରୀ ଭୁବନେଶ୍ବରରେ ପହଞ୍ଚିଛି। ଭୁବନେଶ୍ବର ବିମାନବନ୍ଦରରେ ଏସବୁ ସାମଗ୍ରୀ ପହଞ୍ଚିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଧାନସଭାକୁ ନିଆଯାଇଛି। ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡ଼ିଶା ବିଧାନସୌଧର ପ୍ରଥମ ମହଲାରେ ଥିବା ରୁମ ନଂ୫୪ରେ ଭୋଟ ଗ୍ରହଣ ହେବ। ଓଡ଼ିଶା ବିଧାନସଭାର … Continue reading ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୁବନେଶ୍ବରରେ ପହଞ୍ଚିଲା ବାଲଟ ବକ୍ସ ଓ ନିର୍ବାଚନ ସାମଗ୍ରୀ